() ପାକିସ୍ତାନରୁ ଚକିତ କଲାଭଳି ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ ପାକିସ୍ତାନର ଏକ ଏୟାରପୋର୍ଟ କର୍ମୀ ସେଠାରେ ଦରଦାମ ବୃଦ୍ଧିକୁ ନେଇ ବ୍ୟତିବ୍ୟସ୍ତ ହୋଇ ପଡ଼ିଛନ୍ତି । ଦରଦାମ ବୃଦ୍ଧି ଲାଗି ସେ ଘରୋଇ ପରିବହନ ବ୍ୟବସ୍ଥାର ଖର୍ଚ୍ଚ ମୁଣ୍ଡାଇ ପାରୁନାହାନ୍ତି । ଏଣୁ ସେ ଅଫିସ ଯିବା ଆସିବା ପାଇଁ ଗଧ ଗାଡ଼ିର ବ୍ୟବହାର କରିବାକୁ ଅନୁମତି ମାଗିଛନ୍ତି । ତେବେ ଭାରତରରେ ମଧ୍ୟ ଏଭଳି ଘଟଣା ପୂର୍ବରୁ ସାମ୍ନାକୁ ଆସିସାରିଛି । ବାଇକ୍ କିମ୍ୱା ଅଟୋ ବଦଳରେ ବଳଦ ଗାଡ଼ି ଏବଂ ଘୋଡ଼ା ଗାଡ଼ିକୁ ବିକଳ୍ପ ଭାବେ ବ୍ୟବହାର କରିଛନ୍ତି ।
https://thetopmost.in/bring-money-to-your-house/
https://thetopmost.in/taazmahal-placed-in-different-country/
More Stories
ନିହତ ପର୍ଯ୍ୟଟକଙ୍କ ଲିଷ୍ଟ ହେଲା ଜାରି
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି