ଆମେରିକାରେ ଭୟଙ୍କର ହେଉଛି ଜଙ୍ଗଲ ନିଆଁ । ପଶ୍ଚିମ ଆମେରିକୀୟ ଅଞ୍ଚଳର ଉତ୍ତରପଶ୍ଚିମରେ ଥିବା ଓରୁଗନ ରାଜ୍ୟରେ ଜଙ୍ଗଲ ନିଆଁ ଭୟଙ୍କର ରୂପ ନେଇଛି । ହଜାର ହଜାର ହେକ୍ଟର ଜଙ୍ଗଲେ ହୁ ହୁ ହୋଇ ମାଡ଼ି ଯାଉଛି ନିଆଁ । ଭୟରେ ଘର ଛାଡ଼ିଲେ ହଜାର ହଜାର ଲୋକେ । ନିଆଁରେ ଧୂଆଁ ଓ ଧୂଳି ମାଡ଼ି ଆସୁଥିବାରୁ ଏଠାରେ ହଜାର ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି।ଆଜରବାଇଜେନ୍ର ଆକ୍ରମଣରେ ଆର୍ମେନିଆର ବଡ଼ କ୍ଷତି ହୋଇଛି । ଏହି ଆକ୍ରମଣରେ ୪୯ ଜଣ ସରକାରୀ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ଆର୍ମେନିଆର ପ୍ରଧାନମନ୍ତ୍ରୀ ପାଶିଆନ୍ ସୂଚନା ଦେଇଛନ୍ତି । ଅନ୍ୟପଟେ ଆର୍ମେନିଆର ଆକ୍ରମଣରେ ଆଜରବାଇଜାନ୍ରେ କେତେ ପରିମାଣର କ୍ଷତି ହୋଇଛି ସେ ନେଇ କିଛି ଜଣାପଡ଼ିନାହିଁ ।
“The eyes believe themselves, the ears believe other people.”
More Stories
ରାତିରେ ହଇରାଣ କରୁଛି କି ଆପଣଙ୍କ ଶିଶୁ
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର