ପଶ୍ଚିମବଙ୍ଗ ରାମନବମୀ ହିଂସାର ଯାଞ୍ଚ କରିବ NIA । ହାଓ୍ବଡାରେ ରାମନବମୀ ସମାରୋହ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା । ଟେକା ପଥର ମାଡ଼ ସହ ଅନେକ ଗାଡ଼ି ପୋଡ଼ି ହୋଇଥିବା ବେଳେ ଅନେକ ଦୋକାନ ମଧ୍ୟ ନଷ୍ଟ ହୋଇଥିଲା । ଆଜି କୋଲକାତା ହାଇକୋର୍ଟ ଆଜି ମାମଲାର ଶୁଣାଣି କରି NIA ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ରାମନବମୀରେ ଏକ ନିର୍ଦ୍ଦିଷ୍ଟ ସମୁଦାୟକୁ ଉସୁକାଇବା ପାଇଁ ଅନୁମତି ନଥିବା ସତ୍ତ୍ବେ ସେହି ରାସ୍ତା ଦେଇ ଶୋଭାଯାତ୍ରା ନିଆଯାଇଥିଲା ବୋଲି ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ।
“The eyes believe themselves, the ears believe other people.”
More Stories
ଛତୁ ଭେଜ୍ ନା ନନଭେଜ୍
ଅତ୍ୟଧିକ ଆମ୍ବ ଖାଇଲେ ହୋଇଥାଏ ଏହି ସମସ୍ୟା
ଶ୍ରବଣ ଓ ବାକ୍ ଶକ୍ତିର ଅସୁବିଧା ପାଇଁ ଗୋଟିଏ ସମାଧାନ