ଉତ୍ତର କୋରିଆକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚେତାବନୀ । ପରମାଣୁ ଅସ୍ତ୍ରର ବ୍ୟବହାର କଲେ ଅନ୍ତ ନିଶ୍ଚିତ । ଦକ୍ଷିଣ କୋରିଆ ଓ ଆମେରିକା ପକ୍ଷରୁ ଉତ୍ତର କୋରିଆକୁ ଚେତାବନୀ ଦିଆଯାଇଛି । ଉତ୍ତର କୋରିଆ ରାଷ୍ଟ୍ରପତି ଉନ ସୁକ୍ ଆମେରିକା ଗସ୍ତରେ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କ ସହ ବୈଠକ କରିଛନ୍ତି । ବୈଠକରେ ଉତ୍ତର କୋରିଆର ତାନାସାହି କିମ ଜଙ୍ଗ୍ ଉନଙ୍କ ପରମାଣୁ ଆକ୍ରମଣ ଧମକ ନେଇ ଆଲୋଚନା ହୋଇଥିଲା । ଉତ୍ତର କୋରିଆ ଲଗାତାର ମିସାଇଲ ପରୀକ୍ଷଣ କରୁଥିବା ବେଳେ ପରମାଣୁ ଅସ୍ତ୍ରଶସ୍ତ୍ର ମଜଭୁତ କରୁଛି। ଦକ୍ଷିଣ କୋରିଆ ପାଇଁ ଆମେରିକା ସୁରକ୍ଷା କବଚ । ଯଦି ଉତ୍ତର କୋରିଆ ପରମାଣୁ ଆକ୍ରମଣ କରେ, ତେବେ ବିନାଶକାରୀ ପ୍ରତିକ୍ରିୟାର ସାମ୍ନା କରିବାକୁ ହେବ ବୋଲି ବାଇଡେନ କହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ