ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ନିମନ୍ତେ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରାର୍ଥୀ ତାଲିକା ଘୋଷଣା କରି ବରିଷ୍ଠ ‘ବିଜେପି’ ନେତାମାନେ କହିଛନ୍ତି, ନାଗାଲାଣ୍ଡରେ ଆମେ ୬୦ଟି ଆସନରୁ ୨୦ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିବୁ । ବାକି ଆସନ ଆମର ମେଣ୍ଟ ଦଳ ‘ଏନ୍ଡିପିପି’କୁ ଦିଆଯାଇଛି । ସେହିପରି, ମେଘାଳୟରେ ଆମେ ୬୦ଟିଯାକ ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବୁ । ଆମର ଟ୍ୟାଗ୍ଲାଇନ୍ ହେଉଛି ‘ଏମ୍ ପାୱାର୍ ମେଘାଳୟ’ ଅର୍ଥାତ୍ ସେଠାରେ ‘ମୋଦୀ-ପାୱାର୍ଡ ମେଘାଳୟ’ ଏବଂ ‘ଡବଲ୍-ଇଞ୍ଜିନ୍ ସରକାର’ ଗଠନ କରାଯିବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ