ଆଜିଠୁ ଉଠିବ ପଡିବ ଗାଁ । ପ୍ରଚାରରେ କମ୍ପିବ ପଦ୍ମପୁର । ବିଧିବଦ୍ଧ ଭାବେ ସମସ୍ତ ରାଜନୌତିକ ଦଳର ପ୍ରାର୍ଥୀ ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇବେ । ଭୋଟରଙ୍କ ହୃଦୟ ଜିତିବାକୁ ସମସ୍ତ ପ୍ରୟାସ କରିବେ ପ୍ରାର୍ଥୀ । ପ୍ରଚାରରେ ସବୁଠାରୁ ଆଗରେ ରହିଛି ବିଜେଡି । ଉପନିର୍ବାଚନ ପାଇଁ ଯାଞ୍ଚ ହେବ ନାମାଙ୍କନ। ଆସନ୍ତା ୨୧ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଶେଷ ସୁଯୋଗ ରହିଛି ଦଳୀୟ ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ମଧ୍ୟ ମିଳୁଛି ଅଧିକ ଜନସମର୍ଥନ ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍