ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା । ଡିସେମ୍ବର ୫ ତାରିଖରେ ହେବ ମତଦାନ । ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନର । ଡିସେମ୍ବର ୮ ତାରିଖରେ ହେବ ଭୋଟ ଗଣତି । ଆସନ୍ତା ୧୦ ତାରିଖରେ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏବଂ ନଭେମ୍ବର ୧୦ ତାରିଖରୁ ୧୭ତାରିଖ ଯାଏଁ ଚାଲିବ ନୋମିନେସନ୍ । ୭ଦିନ ଚାଲିବ ନୋମିନେସନ୍ ପ୍ରକ୍ରିୟା । ୧୮ ତାରିଖରେ ନାମାଙ୍କର ପତ୍ର ଯାଞ୍ଚ ହେବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା