ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ ରାଜନୀତି ସରଗରମ । ବିଭିନ୍ନ ରାଜନୈତିକ ଦଳ ବେଶ୍ ସକ୍ରୀୟ ହୋଇଥିବା ବେଳେ ରାଜସ୍ଥାନ କଂଗ୍ରେସ କନ୍ଦଳ ପଦାରେ ପଡ଼ିଛି । ନିର୍ବାଚନ ପୂର୍ବରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସାରା ରାଜ୍ୟରେ ଜନସଭା କରି ଜନତାକୁ ସମ୍ବୋଧିତ କରୁଥିବା ବେଳେ ରାଜସ୍ଥାନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶିକ୍ଷକ ନିଯୁକ୍ତି ପରୀକ୍ଷା ପ୍ରଶ୍ନପତ୍ର ଲିକକୁ ନେଇ ଗତକାଲି ଗେହଲଟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପାଇଲଟ । ପ୍ରଶ୍ନ ପତ୍ର ଲିକ୍ ଘଟଣାରେ ଛୋଟ ଛୋଟ ଅଧିକାରୀଙ୍କୁ ବଦଳି କରି ବାଃ ବାଃ ନ ନେଇ ବଡ଼ ମାଛକୁ ଧରିବାକୁ ପାଇଲଟ କହିଥିଲେ । ସଚିନଙ୍କ ଏହି ତେରାଛା ବାଣ ପରେ ଆଜି ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍