କଂଗ୍ରେସକୁ ଲାଗିଲା ଝଟକା । ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଅଜୟ ମାକେନ । ସେ ରାଜସ୍ଥାନ ପ୍ରଦେଶ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖି ଇସ୍ତଫା ଦେଇଛନ୍ତି । କିଛି ଦିନ ହେବ ରାଜସ୍ଥାନରେ କ୍ଷମତାକୁ ନେଇ ଉଭୟ ଗେହଲଟ ଓ ପାଇଲଟ ଗୋଷ୍ଠୀ ମଧ୍ୟରେ ତିକ୍ତତା ଚାଲିଛି । ତେବେ ଏହା ଭିତରେ ମାକେନଙ୍କ ଇସ୍ତଫା ଦଳ ପାଇଁ ବଡ ସମସ୍ୟା ଆଣିପାରେ ।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ