ହଟ୍ ଆଣ୍ଡ ସେକ୍ସି ଲୁକ୍ ରେ ନଜର ଆସିଲେ ବଲିଉଡର ମସ୍ତାନୀ ଗାର୍ଲ । ହଳଦିଆ ବିକିନି ପିନ୍ଧି ନିଜ ଫ୍ୟାନ୍ମାନଙ୍କୁ କଲେ ଘାଇଲା । ଦୀପିକାଙ୍କ ଫିଗର୍ ଓ କିଲର୍ ଲୁକ୍ ଦେଖି ଦିୱାନା ହେଲେ ଫ୍ୟାନ୍ । ଏଭଳି କିଛି ବୋଲ୍ଡ ଆଣ୍ଡ ହଟ୍ ଲୁକ୍ରେ ଫୋଟ ଶେଆର କରିଛନ୍ତି ଦୀପିକା ପାଦୁକୋନ୍, ଯାହା ଭାଇରାଲ ହେବାରେ ଲାଗିଛି । ଅପ୍କମିଂ ଫିଲ୍ମ ‘ପଠାନ’ରେ ନଜର ଆସିବେ ଦୀପିକା ପାଦୁକୋନ୍ । ଏହି ଫିଲ୍ମ ଜରିଆରେ ପୁଣି ଥରେ କିଙ୍ଗ ଖାନ୍ ଶାହରୁଖ ଓ ମସ୍ତାନୀ ଗାର୍ଲଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଫିଲ୍ମକୁ ନେଇ ଲଗାତର କିଛି ଦିନ ହେବ ଚର୍ଚ୍ଚା ଜାରି ରହିଛି । ଏହାରି ଭିତରେ ଏହି ଫିଲ୍ମର ଗୀତକୁ ନେଇ ପୋଷ୍ଟ ଶେଆର କରିଛନ୍ତି ଦୀପିକା । ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଦୀପିକା ନିଜର ସବୁଠୁ ବୋଲ୍ଡ ଫଟୋ ଶେଆର କରି ଫିଲ୍ମ ପଠାନର ଗୀତ କେବେ ରିଲିଜ ହେବ ସେ ନେଇ ସୂଚନା ଦେଇଛନ୍ତି । ଏହି ଫଟୋକୁ ଶେଆର କରି ସେ କ୍ୟାପସନରେ ଲେଖିଛନ୍ତି, ‘ବେଶରମ୍ ରଙ୍ଗ… ଡିସେମ୍ବର ୧୨ ତାରିଖ ଦିନ ୧୧ଟାରେ ରିଲିଜ ହେବ।
“The eyes believe themselves, the ears believe other people.”
More Stories
ଆଉ ନାହାଁନ୍ତି ଉତ୍ତମ..
ଟ୍ରେଣ୍ଡରେ ଛିଛି ଗୀତ
ଦର୍ଶକଙ୍କୁ ଅସନ୍ତୋଶ କଲା ଏମର୍ଜେନ୍ସି..