() ପଟ୍ଟାମୁଣ୍ଡାଇ ଅବଦୁଲ କାଲାମ ଦ୍ୱୀପରେ ଅଘଟଣ । ମାଛ ମାରିବାକୁ ଯାଇ ଥିବାବେଳେ ମଝି ସମୁଦ୍ରରେ ବୁଡ଼ିଗଲା ଉପାସନା ଟ୍ରଲର । ଫଳରେ ମଝି ସମୁଦ୍ରରେ ଟ୍ରଲରଟି ନିଖୋଜ ହୋଇଥିବା ସୂଚନା । ଗତକାଲି ସନ୍ଧ୍ୟାରୁ ଟ୍ରଲର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ମତ୍ସ୍ୟଜୀବୀଙ୍କ ପତ୍ତା ଏପର୍ଯ୍ୟନ୍ତ ମିଳିପାରିନି । ସେପଟେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ କୋଷ୍ଟଗାର୍ଡ, ଧାମରା, ତାଳଚୁଆ ଓ ପାରାଦ୍ୱୀପ ମେରାଇନ ପୋଲିସ ପକ୍ଷରୁ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା