ଆଜି ଔପଚାରିକ ସମାରୋହରେ ‘ଲେବର୍ ପାର୍ଟି’ ନେତା କ୍ରିସ୍ ହିପ୍କିନ୍ସ୍ ନ୍ୟୁଜିଲାଣ୍ଡର ୪୧ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ନ୍ୟୁଜିଲାଣ୍ଡର ଗଭର୍ଣ୍ଣର୍ ଜେନେରାଲ୍ ସିଣ୍ଡି କାଇରୋ ତାଙ୍କ ବନ୍ଧୁ ଓ ସହଯୋଗୀଙ୍କ ଉପସ୍ଥିତିରେ ସଂକ୍ଷିପ୍ତ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରିଥିଲେ । ଶପଥ ଗ୍ରହଣ ସମାରୋହରେ ହିପ୍ କିନ୍ସ୍ କହିଛନ୍ତି, ଏ ହେଉଛି ମୋ ଜୀବନରେ ସବୁଠୁ ବଡ଼ ସୁଯୋଗ ଓ ଦାୟିତ୍ବ । ଆଗକୁ ସମ୍ମୁଖୀନ ହେବାକୁ ଥିବା ଚାଲେଞ୍ଜ୍ ପ୍ରତି ମୁଁ ପ୍ରସ୍ତୁତି କରୁଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ