ନେହେରୁ ମେମୋରିଆଲ ଏବେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ । ଦିଲ୍ଲୀସ୍ଥିତ ନେହେରୁ ମେମୋରିରିଆଲ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀର ନାଁ ବଦଳାଇଲେ କେନ୍ଦ୍ର ସରକାର । ନାମ ପରିବର୍ତ୍ତନକୁ ସଙ୍କୀର୍ଣ୍ଣ ରାଜନୀତି କହି କେନ୍ଦ୍ର ଉପରେ ବର୍ଷିଛି କଂଗ୍ରେସ । ନେହେରୁ ସ୍ମାରକ ସଂଗ୍ରହାଳୟ ଓ ପୁସ୍ତକାଳୟ 59ବର୍ଷରୁ ଅଧିକ ସମୟ ଧରି ପୁସ୍ତକ ଓ ଅଭିଲେଖର ସ୍ବତନ୍ତ୍ର ପରିଚୟ ପାଇଛି । କେନ୍ଦ୍ର ସରକାର ଏବେ ରାଷ୍ଟ୍ର ନିର୍ମାଣକାରୀଙ୍କ ନାମ ଓ ଐତିହ୍ୟକୁ ବିକୃତ କରିବାରେ ଲାଗିପଡ଼ିଛନ୍ତି ବୋଲି ଟୁଇଟ କରିଛନ୍ତି AICC ସାଧାରଣ ସମ୍ପାଦକ ଜୟରାମ ରମେଶ । ପୂର୍ବରୁ ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ମାନର ନାଁ ବଦଳାଇଥିଲେ କେନ୍ଦ୍ର ସରକାର ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ