The Topmost

“The eyes believe themselves, the ears believe other people.”

netflix

ନେଟଫ୍ଲିକ୍ସ ଲଞ୍ଜ କରୁଛି ନୂଆ ଗେମ୍‌ ଶୋ ବସ୍‌ ଫାଇଟ୍‌

୨୦୧୩ ରେ ବନ୍ଦ ହୋଇଯାଇଥିବା ଲୋକପ୍ରିୟ ମୋବାଇଲ୍ ଗେମ୍ ଡୁଞ୍ଜନ୍ ବସ୍ କୁ ଏକ ନୂଆ ରୂପରେ ଆଣୁଛି ନେଟଫ୍ଲିକ୍ସ । ଟେକ୍ସାସ୍ ଭିତ୍ତିକ ଖେଳ ଷ୍ଟୁଡିଓ ବସ୍ ଫାଇଟ୍ ପୁଣି ନିଜର ଜଲବା ଦେଖାଇବାକୁ ସାମ୍ନାକୁ ଆସିଛି । ୨୦୧୫ ରେ ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ଆମାଜନ ଆପ୍ ଷ୍ଟୋର୍ରେ ଲୋକପ୍ରିୟ ହୋଇଥିବ ମୋବାଇଲ୍ ଗେମ୍ ଡୁଞ୍ଜନ୍ ବସ୍ ସହିତ ନୂଆ ରୂପରେ ବସ୍ ଫାଇଟ୍ ନାରେ ଆସୁଛି । ନେଟଫ୍ଲିକ୍ସର ଗେମ୍ ଷ୍ଟୁଡିଓର ଭିପି ଆମୀର ରହୀମି ଏ ନେଇ ସୂଚନା ଦେଇଛନ୍ତି । https://about.netflix.com/en/news/game-developer-boss-fight-entertainment-joins-netflix ସେ କହିଛନ୍ତି, ଯେହେତୁ ଆମେ ଚାରି ମାସ ପୂର୍ବରୁ ସାରା ବିଶ୍ୱରେ ଆମର ସଦସ୍ୟମାନଙ୍କ ପାଇଁ ମୋବାଇଲ୍ ଗେମ୍ ଲଞ୍ଚ କରିଥିଲୁ, ଆମେ ବର୍ତ୍ତମାନ ଆମର ଗେମ୍ କାଟାଲଗ୍ କୁ ଟିକିଏ ବିସ୍ତାର କରିଛୁ । http://thetopmost.in/?p=830

http://thetopmost.in/?p=827

http://thetopmost.in/?p=822

http://thetopmost.in/?p=814

ତେବେ ଏହି ନୂଆ ଷ୍ଟାଇଲର ଗେମ୍‌ ଲୋକଙ୍କୁ ଅଧିକ ଫନ୍‌ ଦେବ ବୋଲି ସେ କହିଛନ୍ତି । ତେବେ ଆଗକୁ ନେଟଫ୍ଲିକ୍ସ ତାର ସବସ୍କ୍ରାଇବରମାନଙ୍କ ପାଇଁ ଆହୁରି ଅଧିକ ଆପ୍‌ ଓ ଗେମ୍ସ ତିଆରି କରିବ ବୋଲି ସେ କହିଛନ୍ତି ।