ଅଯୋଧ୍ୟା ବଜାର ଓ ଗାଁରେ ବୁଲୁଛି ଝାଡଖଣ୍ଡି ଦନ୍ତା । ଗତକାଲି ରାତିଠାରୁ ଆସିଥିବା ଦନ୍ତାଟି ଅଯୋଧ୍ୟା ଗାଁରେ ପ୍ରବେଶ କରି ଗୋଟିଏ ଘର ଭାଙ୍ଗିବା ସହ ଆତଙ୍କ ସୃଷ୍ଟି କରିଛି । ବଜାରର ମୁଖ୍ୟ ରାସ୍ତାରେ ଯିବା ଆସିବା କରିବା ସହ ଏବେ ଗାଁରେ ବୁଲୁଛି ଦନ୍ତା । ଯାହାଫଳରେ ଭୟରେ ଲୋକେ ତାଟି କବାଟ ଦେଇ ଘରେ ଥିବାବେଳେ ବନ ବିଭାଗ ପକ୍ଷରୁ କର୍ମଚାରୀ ମୁତୟନ ଅଛନ୍ତି ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି