ବିଶ୍ୱର ପ୍ରଥମ ଐତିହାସିକ ଆଇନ । ନ୍ୟୁଜିଲାଣ୍ଡରେ ବ୍ୟାନ ହୋଇଛି ସିଗାରେଟ୍ । ଏହାସହ ନିୟମ ନମାନିଲେ କୋଟିଏରୁ ଅଧିକ ଟଙ୍କା ଫାଇନ ଦେବାକୁ ପଡିବ । ଯାହାକି ସ୍ଥାନୀୟ ସଂସଦରେ ନିୟମ ଆସିଛି । ନ୍ୟୁଜିଲାଣ୍ଡର ଏଭଳି ପ୍ରତିବନ୍ଧକ ବିଶ୍ୱରେ ପ୍ରଥମ ବୋଲି କୁହାଯାଉଛି । ସେପଟେ ଭାରତରେ ମଧ୍ୟ ସିଙ୍ଗଲ ସିଗାରେଟ ବିକ୍ରୀ ଉପରେ ଲାଗିପାରେ ପ୍ରତିବନ୍ଧକ । ଏନେଇ ସଂସଦର ସ୍ଥାୟୀ କମିଟି ସୁପାରିଶ କରିଛି । କେନ୍ଦ୍ର ସରକାର ଏହାକୁ ଗ୍ରହଣ କଲେ ଖୋଲାରେ ସିଗାରେଟ ବିକ୍ରୀ ଉପରେ ନିଷେଧାଜ୍ଞା ଲାଗିବ । ଅନେକ ଯୁବ ଅବସ୍ଥାରେ କ୍ୟାନସର ଏବଂ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଏସବୁ ଦେଖିବା ପରେ ବିଶ୍ୱର ପ୍ରଥମ ଦେଶ ଭାବେ ନ୍ୟୁଜିଲାଣ୍ଡ ଏକ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି ।
“The eyes believe themselves, the ears believe other people.”
More Stories
ବିଶ୍ବ ସ୍ତରରେ ଭାରତକୁ ପ୍ରତିନିଧିତ୍ବ କଲେ ମ୍ୟାଡାମ୍ ପ୍ରେସିଡେଣ୍ଟ
କେବେ ହେବ ଅସ୍ତ୍ର ବିରତି ଚୁକ୍ତି, ଟ୍ରମ୍ପଙ୍କ ଭବିଷ୍ୟବାଣୀ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ