ଚୀନରେ ସନ୍ଦିଗ୍ଧ ନିମୋନିଆ ବ୍ୟାପିବା ଘଟଣାରେ ଭାରତର ଉଦବେଗ । ଏହି ରୋଗର ଉପଯୁକ୍ତ ଯାଞ୍ଚ କରିବା ଉଚିତ ବୋଲି ଚୀନ ଉଦ୍ଦେଶ୍ୟରେ କହିଛନ୍ତି କେନ୍ଦ୍ରର କୋଭିଡ ପ୍ୟାନେଲ ମୁଖ୍ୟ ଡାକ୍ତର ଏନକେ ଆରୋରା । ଭୟଙ୍କର ମହାମାରୀ କୋଭିଡରେ ବ୍ୟାପକ କ୍ଷତିର ଶିକାର ହୋଇଥିବା ଭାରତ ଚୀନରେ ବ୍ୟାପିଥିବା ସନ୍ଦିଗ୍ଧ ରୋଗ ପ୍ରତି ସତର୍କ ଦୃଷ୍ଟି ରଖିଛି । ନ୍ୟାସନାଲ ଟେକନିକାଲ ଆଡଭାଇଜରୀ ଗ୍ରୁପ ଅନ ଇମ୍ୟୁନାଇଜେସନ ବା ଏନଟିଏଜିଆଇର ମୁଖ୍ୟ ଡାକ୍ତର ଆରୋରା କହିଛନ୍ତି- ଯଦି ଏହି ସନ୍ଦିଗ୍ଧ ରୋଗ ଚୀନ ଲାଗି ଆହ୍ବାନ ସୃଷ୍ଟି କରେ ତେବେ ଚୀନ ସରକାର ଅନ୍ତରାଷ୍ଟ୍ରୀୟ ସମୁଦାୟର ସହଯୋଗ ଲୋଡିବା ଉଚିତ । ଚୀନରେ ସନ୍ଦିଗ୍ଧ ରୋଗ ବ୍ୟାପିବା ଉପରେ ବିଶ୍ବ ସତର୍କ ଦୃଷ୍ଟି ରଖିଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ