ନାଇଟ୍ କ୍ଲବରେ ନିଆଁ । ଭୟଙ୍କର ଅଗ୍ନିକାଣ୍ଡରେ ଚାଲିଗଲା ୧୩ ଜୀବନ । ଶୁକ୍ରବାର ବିଳମ୍ବିତ ରାତିରେ ଥାଇଲାଣ୍ଡ୍ର ରାଜଧାନୀ ବ୍ୟାଙ୍ଗ୍କକ୍ର ଦକ୍ଷିଣପୂର୍ବ ପ୍ରାନ୍ତସ୍ଥିତ ଚନ୍ବୁରି ପ୍ରଦେଶ ଅନ୍ତର୍ଗତ ଏକ ନାଇଟ୍ କ୍ଲବ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଏହି ଅଗ୍ନିକାମ୍ଡରେ ୧୩ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟି ଥିବାବେଳେ ୩୫ଜଣ ଆହତ ହୋଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ପୁଲିସ କର୍ଣ୍ଣେଲ୍ ଉତ୍ତିପୋଙ୍ଗ୍ ସୋମ୍ଜାଇ ଟେଲିଫୋନ୍ ଯୋଗେ କହିଛନ୍ତି ଯେ, ରାତି ପ୍ରାୟ ୧ଟା ବେଳେ ସତ୍ତାହିପ୍ ଜିଲ୍ଲାରେ ଥିବା ‘ମାଉଣ୍ଟେନ୍ ବି’ ନାଇଟ୍କ୍ଲବ୍ରେ ନିଆଁ ଲାଗିଥିଲା । ତେବେ ସମସ୍ତ ମୃତାହତମାନେ ହେଉଛନ୍ତି ଥାଇଲାଣ୍ଡ୍ର ନାଗରିକ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ