- ପୁରୀରେ ୨୪ ଘଣ୍ଟିଆ ପାନୀୟଜଳ
() ରଥଯାତ୍ରା ପାଇଁ ବସିଥିବା ଦ୍ବିତୀୟ ସମନ୍ୱୟ ବୈଠକ ଶେଷ ହୋଇଛି । ପୁରୀ ଟାଉନ ହଲରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ତେବେ ଏହି ବୈଠକରେ ଅନେକ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି । ରଥଯାତ୍ରା ସମୟରେ ଭକ୍ତଙ୍କ ଯେପରି କିଛି ଅସୁବିଧା ନହେବ ସେନେଇ ବିଶେଷ ଧ୍ୟାନ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏବଂ ପୁରୀରେ ୨୪ ଘଣ୍ଟିଆ ଜଳଯୋଗାଣ ବ୍ୟବସ୍ଥା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । କେବଳ ରଥଯାତ୍ରା ପାଇଁ ନୁହେଁ ବର୍ଷସାରା ପୁରୀରେ ମିଳିବ ୨୪ ଘଣ୍ଟିଆ ପାନୀୟ ଜଳ । ଜଳଯୋଗାଣ ଅଭିଯୋଗ ଉପରେ ରାଜ୍ୟ ସ୍ତରୀୟ ଅଧିକାରୀ ନିରୀକ୍ଷଣ କରିବେ । ଅନ୍ୟପଟେ ନିରବଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । - https://thetopmost.in/online-kitchen-cabinet/
- https://thetopmost.in/%e0%ac%97%e0%ad%81%e0%ac%ae%e0%ac%b0%e0%ac%be%e0%ac%b9%e0%ac%b0%e0%ad%87-%e0%ac%a8%e0%ad%82%e0%ac%86-%e0%ac%af%e0%ad%8b%e0%ad%9c%e0%ac%bf/
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
କାଲି ଘୋଷଣା ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ