‘ନ୍ୟାସ୍ନାଲ୍ ହେରାଲ୍ଡ୍’ ମାମଲାରେ ଦ୍ବିତୀୟ ଥର ଜେରା ପାଇଁ ଇଡି କାର୍ଯ୍ୟାଳୟରେ ସୋନିଆ ଗାନ୍ଧୀ । ତେବେ ତାଙ୍କ ସହ ତାଙ୍କ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ବି ଯାଇଥିବାର ଦେଖିବାକୁ ମିଳିଥିଲା । ସୋନିଆ ଗାନ୍ଧୀଙ୍କ ଜେରାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ‘ସଂସଦ ଟୁ ସଡ଼କ’ ବିରୋଧ ପ୍ରଦର୍ଶନ ହୋଇଥିବା ବେଳେ ଏଥିରେ ରାହୁଲ ଗାନ୍ଧୀ ନେତୃତ୍ବ ନେଇଥିବା ଦେଖିବାକୁ ମିଳିଛି । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିରୋଧ ପ୍ରଦର୍ଶନ ସମୟରେ ରାହୁଲଙ୍କୁ ପୁଲିସ୍ ବିଜୟ ଛକ ନିକଟରେ ଘେରାଉ କରି ଅଟକ ରଖିଛି । ତେବେ କଂଗ୍ରେସର ସାଂସଦମାନଙ୍କ ଦ୍ବାରା ସଂସଦରୁ ବିଜୟ ଛକ ପର୍ଯ୍ୟନ୍ତ ଏହି ପ୍ରଦର୍ଶନ କରାଯାଉଥିଲ।
More Stories
ଶୀତରୁ ବଞ୍ଚିବାର ସହଜ ଉପାୟ
କାହିଁକି ଅଟକିଲା ସାହିତ୍ୟ ଅକାଡେମୀ ଆୱାର୍ଡ
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ