ଓଡ଼ିଶା ଇତିହାସରେ ଲେଖାହେଲା ସ୍ବର୍ଣ୍ଣିମ ଅଧ୍ୟାୟ । ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ତେବେ ଆଜି ଓଡିଶା ପାଇଁ ଗର୍ବ ଓ ଗୌରବର ଦିନ । ଓଡ଼ିଆ ଝିଅ ହେଲେ ଦେଶର ପ୍ରଥମ ନାଗରିକ । ଏହି ଅବସରରେ ସଂସଦର ସେଣ୍ଟ୍ରାଲ୍ ହଲରେ ଶପଥ ଗ୍ରହଣ ନେଲେ ଦ୍ରୌପଦୀ ମୁର୍ମୁ । SHARE BY Tags: draupadi murmu mayurbhanj odisha president of india Continue Reading Previous ଦୁଇଟି ଡବଲ ଡେକର ବସ୍ ମୁହାଁମୁହିଁ ଧକ୍କା ଫଳରେ ୬ ମୃତ..Next ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡ଼ା ଚେତାବନୀ: କାଶ୍ମୀର ବା ପିଓକେ ଭାରତର ଥିଲା ଓ ରହିବ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. More Stories 1 min read NATIONAL ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ April 25, 2025 topmost 1 min read NATIONAL ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର April 25, 2025 topmost 1 min read NATIONAL ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ April 25, 2025 topmost
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ