ଦେବାଳିଆ ହୋଇଯିବ କି ଟ୍ବିଟର । କମ୍ପାନୀରୁ ଏବେ ବହୁ ବରିଷ୍ଠ ଅଧିକାରୀ ଇସ୍ତଫା ଦେଉଛନ୍ତି । ତେବେ ଆଗରୁ ଅନେକ କର୍ମଚାରୀଙ୍କୁ କମ୍ପାନୀ ଛଟେଇ କରିଛି । ଏସବୁକୁ ନେଇ ଟୁଇଟର ଦେବାଳିଆ ହୋଇଯିବା ଆଶଙ୍କା ସୃଷ୍ଟି ହୋଇଛି ବୋଲି ମସ୍କ କହିଛନ୍ତି । ଆସନ୍ତାବର୍ଷ କମ୍ପାନୀ ଆରବ ଡଲାରର କ୍ଷତି ସହିପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ମସ୍କ ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ