ଦେବକୀନନ୍ଦନ ମହାରାଜଙ୍କୁ ବୋମାରେ ଉଡାଇଦେବାକୁ ଧମକ । ସାଉଦୀ ଆରବରୁ ଫୋନ୍ ମାଧ୍ୟମରେ କେହି ତାଙ୍କୁ ଅଶ୍ଳିଳ ଗାଳି ଦେବା ସହ ଜୀବନ୍ତ ପୋଡି ହତ୍ୟା କରିବାକୁ ଧମକ ଦେଇଛି । ଦେବକୀନନ୍ଦନ ମହାରାଜ ଏବେ ଖାରଘର ମୁମ୍ବାଇରେ ଶ୍ରୀମଦଭାଗବତ କଥା ପ୍ରବଚନ ଦେଉଛନ୍ତି । ଏଭଳି ସମୟରେ ତାଙ୍କୁ ହତ୍ୟା ଧମକ ମିଳିଥିବାରୁ ମହାରାଷ୍ଟ୍ର ପୋଲିସ ନନ୍ କଗ୍ନିଜେବଲ କେସ୍ ଦାଏର କରିବା ସହ ପ୍ରବଚନ ପେଣ୍ଡାଲରେ କଡା ସୁରକ୍ଷା ବ୍ୟବସ୍ଥା କରିଛି । ଏଭଳି ସମୟରେ ପ୍ରବଚକ ଦେବକୀନ୍ଦନଙ୍କ ସହ ତାଙ୍କ ଶିଷ୍ୟ ଓ ପରିବାରର ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ ପାଇଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ