ଦୁର୍ବଳ ହେଉଛି କଂଗ୍ରେସ ପାର୍ଟି । ଆଗାମୀ ଦିନରେ ଆହୁରି ଅନେକ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡିବେ । ମହାରାଷ୍ଟ୍ର ବରିଷ୍ଠ ନେତା ଅଶୋକ ଚୌହ୍ୱାନ କଂଗ୍ରେସ ଛାଡି ବିଜେପିରେ ଯୋଡି ହେବା ପରେ ଏଭଳି ଏକ ବଡ ବୟାନ ଦେଇଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିପିଏପିର ଅଧ୍ୟକ୍ଷ ଗୁଲାମ ନବି ଆଜାଦ । ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ଗୁଲାମ ନବି କହିଛନ୍ତି, କିଛି ଲୋକଙ୍କ ଅହଙ୍କାର ଓ ଭୟ ପାଇଁ ସବୁଠାରୁ ପୁରୁଣା ରାଜନୈତିକ ଦଳ ବୁଡିବାକୁ ବସିଲାଣି । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଥିବା ଅଶୋକ ଚୌହ୍ୱାନ କଂଗ୍ରେସ ଛାଡିବା କଂଗ୍ରେସ ପାଇଁ ଏକ ବଡ ଝଟକା ବୋଲି ଗୁଲାମ ନବି କହିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ