ଓଡ଼ିଶାରେ ସୃଷ୍ଟି ହେବ ଅଧିକ ନିଯୁକ୍ତି ସୁଯୋଗ । ଆସିବେ ଆଉ ୧୬ ଆଇଟି କମ୍ପାନୀ । ଦୁଇ ମାସରେ ଖୋଲିବ ଆଇବିଏମ୍ ବକ୍ସ । ଏକାସଙ୍ଗେ ଏଥିରେ କାର୍ଯ୍ୟ କରିବେ ହଜାରେ କର୍ମଚାରୀ । ଆଇଟି ହବ୍ ଭାବେ ପ୍ରତିଷ୍ଠା ହାସଲ କରିଥିବା ଓଡ଼ିଶାକୁ ଆଗାମୀ ଦିନରେ ୧୬-୧୮ଟି ନୂଆ ଆଇଟି କଂପାନି ଆସିବେ । ରାଜ୍ୟ ସରକାର ଭଡ଼ାରେ ବଡ଼ ଧରଣର ହ୍ରାସ କରିଥିବାରୁ ବହୁ କଂପାନି ଓଡ଼ିଶା ଆସିବାକୁ ଚାହୁଛନ୍ତି ବୋଲି ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ ମିଶ୍ର କହିଛନ୍ତି । ଆଗାମୀ ଦୁଇ ମାସ ଭିତରେ କନ୍ସେଣ୍ଟ୍ରିକ୍ସର ମାଲିକାନାରେ ଥିବା ସର୍ବବୃହତ ବିପିଓ, କେପିଓ ସଂସ୍ଥା ଆଇବିଏମ୍ ବକ୍ସ ଓଡ଼ିଶାରେ ଏହାର ସେଣ୍ଟର ସ୍ଥାପନ କରିବ। ଅତିକମରେ ସେଥିରେ ୧୦୦୦ କର୍ମଚାରୀ କାର୍ଯ୍ୟ କରିବେ ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍