The Topmost

“The eyes believe themselves, the ears believe other people.”

A social activist from the fight against corruption group holds a liquefied petroleum gas (LPG) cylinder during protest against rise in fuel prices in the western Indian city of Ahmedabad September 14, 2012. India's beleaguered government appeared poised on Friday to push ahead with measures to revive the economy after months of dithering, even as it came under heavy fire from allies and opponents alike for raising heavily subsidized fuel prices. REUTERS/Amit Dave (INDIA - Tags: ENERGY BUSINESS CIVIL UNREST POLITICS)

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼

ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼ । ବଢ଼ିଲା ବ୍ୟବସାୟୀକ ଗ୍ୟାସ୍ ଦର । ୧୯ କେଜି ଏଲପିଜି ଗ୍ୟାସ ଦରରେ ୧୦୩ ଟଙ୍କା ବୃଦ୍ଧି ହୋଇଛି । ଦର ବଢିବା ପରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍ ଦର ୧୮୩୩ ଟଙ୍କାରେ ପହଂଚିଛି । ପୂର୍ବରୁ ଦିଲ୍ଲୀରେ ଏହି ଦର ଥିଲା ୧୭୩୧ ଟଙ୍କା । ସେହିପରି ନୂଆ ଦର ହିସାବରେ ଦେଶର ବିଭିନ୍ନ ସ୍ଥାନରେ ଦର ବୃଦ୍ଧି ହୋଇଛି । ହେଲେ ଘରୋଇ ରୋଷେଇ ଗ୍ୟାସ ଦର ଅପରିବର୍ତିତ ରହିଛି । ପ୍ରତି ମାସ ପହିଲାରେ ଗ୍ୟାସ୍ ଦରରେ ପରିବର୍ତ୍ତନ ହୋଇଥାଏ । ଗତ କିଛି ଦିନ ତଳେ ଗ୍ୟାସ୍ ଦର ସାମାନ୍ୟ ହ୍ରାସ ପାଇଥିବା ବେଳେ ପୁଣି ଗ୍ୟାସ୍ ଦର ବୃଦ୍ଧି ପାଇଛି । ତେବେ ଘରୋଇ ଗ୍ୟାସର ଦର ଅପରିବର୍ତିତ ରହିଥିବା ବେଳେ କମର୍ସିଆଲ୍ ଗ୍ୟାସର ଦର ବୃଦ୍ଧି ପାଇଛି ।