() ଦିଲ୍ଲୀ କେଜ୍ରିୱାଲ ସରକାରଙ୍କ ନୂଆ ନିୟମ ଦଳିତ କାର୍ଡ । ଏଣିକି ହରିଜନ ଶବ୍ଦ ପରିବର୍ତ୍ତେ ଡ.ଆମ୍ୱେଦକର ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ଏକ ଅଧିସୂଚନା ମଧ୍ୟ ଜାରି କରାଯାଇଛି । ହରିଜନ ବସ୍ତି ବା ମୋହଲା ଏଣିକି ଆମ୍ୱେଦକର ବସ୍ତି ଏବଂ ମୋହଲା ନାଁରେ ଜଣାଯିବ । ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟି ସରକାର ଦିଲ୍ଲୀର ସବୁ ସରକାରୀ ଅଫିସରେ ଡ.ଆମ୍ୱେଦକର ଏବଂ ଭଗତ ସିଂଙ୍କ ଫଟୋ ଲଗାଇବାକୁ ନିର୍ଦ୍ଦେଶ ଜାରି କରିଥିଲେ । ଦିଲ୍ଲୀରେ ପଛୁଆ ବର୍ଗଙ୍କ ଜନସଂଖ୍ୟା ପ୍ରାୟ ୧୬.୭୫ ପ୍ରତିଶତ । କେଜ୍ରିୱାଲ ସରକାରଙ୍କ ଏହି ନିଷ୍ପତ୍ତିକୁ ଦିଲ୍ଲୀରେ ହେବାକୁ ଥିବା ଆଗାମୀ ପୌର ନର୍ବାଚନ ସହ ଯୋଡି ଦେଖାଯାଉଛି । ଏହାଛଡ଼ା ପଞ୍ଜାବରେ ମଧ୍ୟ ପାର୍ଟିକୁ ପଛୁଆ ବର୍ଗର ବଡ଼ ସମର୍ଥନ ମିଳିଥିଲା ।https://thetopmost.in/electricity-invented-from-orange-flacks/
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍