ଦିଲ୍ଲୀରେ ଭୋଟର ଲିଷ୍ଟକୁ ନେଇ ସରଗରମ୍ ରାଜନୀତି । ତାଲିକାରୁ ନାଁ କଟିଯିବାକୁ ନେଇ ବିଜେପି, ଆପ୍ ମୁହାଁମୁହିଁ । ଦିଲ୍ଲୀ ନଗର ନିଗମର ୨୫୦ଟି ଆସନରେ ଆଜି ମତଦାନ ହୋଇଛି । ଏହା ମଧ୍ୟରେ ଭୋଟର୍ ତାଲିକାରୁ ଭୋଟରଙ୍କ ନାଁ କଟା ହୋଇଯାଇଥିବା ଅଭିଯୋଗକୁ ନେଇ ରାଜନୀତି ସରଗରମ ହୋଇଛି । ଗୋଟେପଟେ ପାଖାପାଖି ୧ ହଜାରରୁ ଅଧିକ ବିଜେପି ସମର୍ଥକଙ୍କ ନାଁ ଭୋଟର ଲିଷ୍ଟରୁ କଟିଯାଇଥିବା ସାଂସଦ ମନୋଜ ତିୱାରୀ ଅଭିଯୋଗ ଆଣିଥିବାବେଳେ ଆପ୍ ଓ କଂଗ୍ରେସର କିଛି ନେତା ଓ କର୍ମୀର୍ଙ୍କ ନାଁ ମଧ୍ୟ ତାଲିକାରେ ନଥିବା ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଉଭୟ ଦଳ ପରସ୍ପରକୁ ଦୋଷାରୋପ କରିଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ