ବିଷ ପାଲଟିଗଲାଣି ଦିଲ୍ଲୀ ବାୟୁମଣ୍ଡଳ । ଗତ ସପ୍ତାହେ ଧରି ରାଷ୍ଟ୍ରୀୟ ରାଜଧାନୀରେ ଗମ୍ଭୀର ହୋଇଛି ପ୍ରଦୂଷଣ ମାତ୍ରା । ଅଧିକାଂଶ ସ୍ଥାନରେ କାର୍ବନ ମନୋସ୍କାଇଡ ସ୍ତର ବୃଦ୍ଧି ଯୋଗୁ ଅଣନିଶ୍ବାସୀ ହୋଇଛନ୍ତି ରାଜଧାନୀ ବାସିନ୍ଦା । ଆଜି ସକାଳୁ ୯ ସ୍ଥାନରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪ଶହ ଉପରେ ରେକର୍ଡ ହୋଇଛି । ନରେଲାରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୫୭୧ ରେକର୍ଡ ହୋଇଛି । ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ବୋଲି ଆଶଙ୍କା କରାଯାଉଛି । କେଜ୍ରିୱାଲ ସରକାର ପକ୍ଷରୁ ପ୍ରଦୂଷଣ ମାତ୍ରା କମାଇବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ହେଲେ ପ୍ରଦୂଷଣ ରୋକିବାରେ ସମସ୍ତ ପଦକ୍ଷେପ ବିଫଳ ସାବ୍ୟସ୍ତ ହେଉଛି ।
“The eyes believe themselves, the ears believe other people.”
More Stories
ଅଂଶୁଘାତରୁ ବଞ୍ଚିବେ କିପରି ଜାଣନ୍ତୁ ପୁରା ତଥ୍ୟ
ଭାରତ ଯୋଡୋ ଯାତ୍ରା ପରେ ଭାରତ ବଦନାମ ଯାତ୍ରା- ବିଜେପି
ଆପଣଙ୍କ ବାଡିରେ ଅଛି ଦୁନିଆର ସବୁଠୁ ମହଙ୍ଗା ଔଷଧ