ଦିନିକିଆରେ ୧୦ ହଜାର ରନ ପୂରଣ କଲେ ରୋହିତ ଶର୍ମା । ୨୪୮ଟି ଇନିଂସ ଖେଳି ୧୦ ହଜାର ରନ୍ ପୂରଣ କରିଛନ୍ତି । ଭାରତର ୬ ଜଣ ଖେଳାଳି ୧୦ ହଜାର ରନ କ୍ଲବରେ ରହିଛନ୍ତି । ସଚିନ, ଗାଙ୍ଗୁଲି, ଧୋନୀ, କୋହଲି, ରାହୁଲ ଦ୍ରାବିଡ ୧୦ ହଜାର ରନ୍ ପୂରଣ କରିସାରିଛନ୍ତି । ଏବଂ ଏବେ ଏହି ଧାରାରେ ରୋହିତ ସାମିଲ ହୋଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୧୦ ହଜାର ରନ ପୂରଣ କରି ଏହି କ୍ଲବରେ ରୋହିତ ସାମିଲ ହୋଇଛନ୍ତି ।
“The eyes believe themselves, the ears believe other people.”
More Stories
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ
ଓଡିଶାରେ ବଦଳିବ ଖେଳାଳିଙ୍କ ଭାଗ୍ୟ, 30 ଜିଲାରେ ଖେଲୋ ଇଣ୍ଡିଆ ସେଣ୍ଟର
ଇଂଲଁଣ୍ଡ-ଇଣ୍ଡିଆ ମୁହାଁମୁହିଁ