() କାଶ୍ମୀରରେ ବିଗିଡିବାରେ ଲାଗିଛି ସ୍ଥିତି । ଆତଙ୍କବାଦୀଙ୍କ ଆକ୍ରମଣ ପରେ ଏଠାକାର କାଶ୍ମୀର ପଣ୍ଡିତମାନେ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ତେଣୁ ବିସ୍ଥାପିତ ହେବାକୁ ଚିନ୍ତା କରୁଥିବା ସୂଚନା ରହିଛି । ଏହାରି ଭିତରେ ଆଜି ଏକ ବୈଠକ ବସିବାକୁ ଯାଉଛି । ଗୃହମନ୍ତ୍ରୀ ଅମିତ ଶାହ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ଏହି ବୈଠକ କରିବେ । ଏହି ସମୟରେ ଆତଙ୍କବାଦୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ମଧ୍ୟ ନେଇପାରନ୍ତି । ଧାରା ୩୭୦ ହଟିବା ପରେ ଜମ୍ମୁକଶ୍ମୀରରେ ସ୍ଥିତି ଧୀରେ ଧୀରେ ସୁଧୁରି ଆସୁଥଲା । ହେଲେ ଏବେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ପୁଣି ଥରେ ସ୍ଥିତି ବିଗାଡ଼ିବାରେ ଲାଗିଛି । ବିଶେଷକରି କାଶ୍ମୀର ପଣ୍ଡିତମାନେ ଏବେ ବିପଦରେ । ଆତଙ୍କବାଦୀମାନେ ସେମାନଙ୍କୁ ବାଛି ବାଛି ହତ୍ୟା କରୁଛନ୍ତି । ଗୋଟିଏ ମାସ ମଧ୍ୟରେ ୮ ଜଣଙ୍କୁ ହତ୍ୟା କରିସାରିଲେଣି ଆତଙ୍କବାଦୀ ।https://thetopmost.in/scientists-report-on-stars-life-circle-secret/
https://thetopmost.in/teach-your-self-to-be-happy-with-others-happiness/
More Stories
ଘରେ ବୟସ୍କ ମାନଙ୍କର କେମିତି ନେବେ ଯତ୍ନ
କେମିତି ଜାଣିବେ ପେଟ୍ରୋଲ୍ ଡିଜେଲ ଭର୍ତ୍ତିରେ କେତେ ହେଉଛି ଠକେଇ
ଡେଲିଭରି ବୟଙ୍କୁ ପୋଲିସଙ୍କ ଅତ୍ୟାଚାର, ଦେଖିଲେ ଛାତି ଥରି ଉଠିବ