ମଙ୍ଗଳବାର ଖୋଲିଥିଲା ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିରର ଦ୍ୱାର । ଏଥିସହିତ ପ୍ରଥମ ଦିନରେ ବାବା କେଦାରନାଥଙ୍କ ଦର୍ଶନ କରିଥିଲେ ପ୍ରାୟ ୧୮ ହଜାରରୁ ଅଧିକ ଶ୍ରଦ୍ଧାଳୁ । ମନ୍ଦିର ଖୋଲିବା ପରେ ପ୍ରଥମେ ମୁଖ୍ୟ ରାଓଲ ଭିମାଲିଙ୍ଗଙ୍କ ସହ ମନ୍ଦିର କମିଟିର ଅଧିକାରୀ ଓ ପୂଜାରୀ ମନ୍ଦିର ମଧ୍ୟରେ ପ୍ରବେଶ କରିଥିଲେ । ତେବେ ଏହି ଅବସରରେ ବାବାଙ୍କୁ ଦର୍ଶନ ପାଇଁ ଆସିଥିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ। କିନ୍ତୁ ପ୍ରୋଟୋକଲ୍ ନଥିବାରୁ ସେ ଦର୍ଶନରୁ ବଞ୍ଚିତ ହୋଇଥିଲେ । ଯାହା ପରେ ସେ ସମାଧିସ୍ଥଳରେ ୧ ଘଣ୍ଟା ପାଇଁ ଧାରଣାରେ ବସିଥିଲେ।
More Stories
ଚୈତ୍ର ମାସରେ ଭଗବାନ ବିଷ୍ଣୁ ନେଇଥିଲେ ଏହି ଅବତାର
କାକଟପୁର ମା ମଙ୍ଗଳାଙ୍କ ନୀତି
ବର୍ଷା ହେବ ଧନ, ଏମିତି କରନ୍ତୁ କୁମାରୀ ପୂଜା