() ଦିନକପରେ ଘଟିବ ଅପେକ୍ଷାର ଅନ୍ତ । ଚୌକା ଛକା ବର୍ଷାରେ କମ୍ପିବ ବାରବାଟୀ ଷ୍ଟାଡିୟମ । ଏପଟେ ଆଜି ଭୁବନେଶ୍ବରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ଦିନ ଗୋଟାଏରେ ବିମାନବନ୍ଦରରେ ପହଞ୍ଚିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ସମସ୍ତ ଖେଳାଳିଙ୍କୁ ମେଫେୟାର ହୋଟେଲ ନିଆଯିବ । ସେଠାରେ ରାତ୍ରୀଯାପନ ପରେ ଆସନ୍ତାକାଲି ଅର୍ଥାତ୍ ଶନିବାର ଉଭୟ ଟିମ୍ ବାରବାଟୀ ଷ୍ଟାଡିୟମକୁ ଅଭ୍ୟାସ ପାଇଁ ଯିବେ । ତେବେ ଏୟାରପୋର୍ଟରୁ ଖେଳାଳିଙ୍କ ହୋଟେଲ ଯିବା ସମୟରେ ଯେମିତି କୌଣସି ଅଘଟଣ ନହୁଏ ସେନେଇ ମକ୍ ଡ୍ରିଲ କରାଯାଇଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ