ପିଆଜ ମୂଲ୍ୟର ସମ୍ଭାବ୍ୟ ବୃଦ୍ଧି ନିୟନ୍ତ୍ରଣ ପାଇଁ ଚଳିତ ବର୍ଷ କେନ୍ଦ୍ର ସରକାର ୨୫୦,୦୦୦ ଟନ୍ ପିଆଜ ସଂରକ୍ଷଣ କରିଛନ୍ତି । ଅଗଷ୍ଟ ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଅମଳ ହେଉ ନଥିବାରୁ ଦେଶରେ ପିଆଜ ଦର ବୃଦ୍ଧି ପାଇଥାଏ । ଜନସାଧାରଣଙ୍କୁ ଅସୁବିଧାରେ ନପକାଇବା ଲାଗି ଉପରୋକ୍ତ ମାସଗୁଡ଼ିକରେ ସରକାର ଗଚ୍ଛିତ ପିଆଜକୁ ବଜାରକୁ ଛାଡ଼ିବେ । ଦେଶରେ ମୁଦ୍ରାସ୍ଫୀତି ହାର ୭% ଉପରେ ଚାଲିଥିବା ବେଳେ ସରକାର ବୃଦ୍ଧିପାଉଥିବା ପନିପରିବା ଦର ସ୍ଥିର ରଖିବା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ