ଦରଦାମ୍ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିଶାଳ ରାଲି । ଦିଲ୍ଲୀ ରାମଲୀଲା ମଇଦାନରେ ଏକାଠି ଶହ ଶହ କଂଗ୍ରେସ କର୍ମୀ । ଏହି ରାଲିରେ ଓଡ଼ିଶା ନେତା ବି ସାମିଲ ହୋଇଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ହଲ୍ଲା ବୋଲ ରାଲିକୁ ଶୁଭାରମ୍ଭ କରିବେ । ଦରଦାମ ବୃଦ୍ଧି ପ୍ରତିବାଦ କେବଳ ଏହି ରାଲିରେ ସୀମିତ ରହିବ ନାହିଁ । ବରଂ ଆଗାମୀ ୭ ତାରିଖରୁ କଂଗ୍ରେସ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିବ ବୋଲି ଦଳର ନେତା କେସି ବେଣୁଗୋପାଳ କହିଛନ୍ତି । ଦରଦାମ ବୃଦ୍ଧି ରୋକିବାକୁ ମୋଦୀ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ କର୍ମୀ ।
More Stories
ନିର୍ଧୁମ ଛେଚିବ ବର୍ଷା, ଲଘୁଚାପ ପାଇଁ ରେଡ୍ ଆଲର୍ଟ ଜାରି
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ମାଗଣାରେ ଅପଡେଟ୍ କରିପାରିବେ ଆଧାର କାର୍ଡ୍