୫ମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ମୌସୁରରୁ ଚେନ୍ନାଇକୁ ଚାଲିବ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ । ଦକ୍ଷିଣ ଭାରତର ଏହା ହେଉଛି ପ୍ରଥମ ହାଇ ସ୍ପିଡ୍ ଟ୍ରେନ୍ । ଏହି ଟ୍ରେନ୍ ଘଣ୍ଟାକୁ ୧୬୦ କିଲୋମିଟର ଗତିରେ ଚାଲୁଛି । ଚେନ୍ନାଇରୁ ବେଙ୍ଗାଲୁରୁ ମାତ୍ର ୩ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ୍ । ବନ୍ଦେ ଭାରତ ଟ୍ରେନରେ ଇଣ୍ଟେଲିଜେଣ୍ଟ ବ୍ରେକିଙ୍ଗ ସିଷ୍ଟମ ଲଗାଯାଇଛି । ଯାହାଦ୍ୱାରା ଟ୍ରେନର ଗତି ଭଲ ଭାବରେ ନିୟନ୍ତ୍ରିତ ହୋଇପାରିବ । ଏଥିରେ ସ୍ୱୟଂ ଚାଳିତ ଡୋର୍ ଏବଂ ସିଟର ସୁବିଧା ରହିଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ