ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପାଖାପାଖି ୨୮୦୦୦ ଲୋକଙ୍କ ଜୀବନ ଚାଲିଗଲାଣି । ଏହି ସଂଖ୍ୟା ଆଗକୁ ବଢିବାକ ଆଶଙ୍କା ମଧ୍ୟ ରହିଛି । ତେବେ ଏହି ଭୟଙ୍କର ଭୂମିକମ୍ପରେ ଅନେକ ଲୋକ ସର୍ବହରା ହୋଇଯାଇ ଥିବାବେଳେ ତୁର୍କୀରେ ନିଜ ଲୋକ ହିଁ ଶତ୍ରୁ ପାଲଟିଯାଉଛନ୍ତି । ତୁର୍କୀ ଓ ସିରିଆରେ ଭୟଙ୍କର ଭୂମିକମ୍ପ ପରେ ସହରମାନଙ୍କରେ ଲୁଟପାଟ୍ ବଢିଯାଇଛି । ଭୂମିକମ୍ପ ପିଡୀତ ଲୋକଙ୍କୁ ଲୁଟି ନେଉଛନ୍ତି ଦୁର୍ବୃତ୍ତ । ଠକାମୀ ଓ ଲୁଟ୍ ଅଭିଯୋଗ ଆସିବା ପରେ ତୁର୍କୀରେ ପ୍ରାୟ ୪୮ଜଣଙ୍କୁ ଗିରଫ କରାଯାଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ