ପ୍ରସିଦ୍ଧ ଉପନ୍ୟାସ ‘ସିଟି ଅଫ ଜୟ’ର ରଚୟିତା ତଥା ପ୍ରଖ୍ୟାତ୍ ଫରାସୀ ଔପନ୍ୟାସିକ ଡୋମିନିକ୍ ଲାପିୟେର୍ଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ୧୦ ମିଲିଅନ୍ ତଥା ରେକର୍ଡ଼ସ୍ତରୀୟ କପି ବିକ୍ରି ହେବାରେ ଅଦ୍ଭୁତ ସଫଳତାର ଅଧିକାରୀ ଡୋମିନିକ୍ ଲାପିୟେର୍ଙ୍କ ମୃତ୍ୟୁ ସାରସ୍ୱତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିବେଚନା କରାଯାଉଛି । ତାଙ୍କ ମୃତ୍ୟୁ ସମ୍ପର୍କରେ ପତ୍ନୀ ସୂଚନା ଦେଇଛନ୍ତି । ବାର୍ଦ୍ଧକ୍ୟଜନିତ କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ନିଜ ସ୍ୱାମୀଙ୍କୁ ହରାଇ ମର୍ମାହତ ହୋଇଥିବା ପତ୍ନୀ ଡୋମିନିକ୍ କୋସୋନ୍-ଲାପିୟେର୍ କହିଛନ୍ତି ଯେ, ଡୋମିନିକ୍ ଆଉ ଯନ୍ତ୍ରଣା ଭୋଗୁ ନ ଥିବାରୁ ସେ ଶାନ୍ତିରେ ଅଛନ୍ତି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ