ଏସିଆନ୍ ଗେମ୍ସ ପୂର୍ବରୁ ଦୂତିଙ୍କୁ ଝଟକା । ଡୋପ୍ ଟେଷ୍ଟରେ ଫେଲ୍ ପରେ ଦୂତିଙ୍କୁ ସସପେଣ୍ଡ କଲା ଓ୍ୱାଡା । ଏସୀୟ କ୍ରୀଡ଼ା ପୂର୍ବରୁ ଭାରତକୁ ଝଟକା । ଧାବିକା ଦୂତି ଚାନ୍ଦ ସାମୟିକ ଭାବେ ସସପେଣ୍ଡ । ଡୋପ୍ ଟେଷ୍ଟ ପଜିଟିଭ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଓ୍ବାଲଡ ଆଣ୍ଟି ଡୋପିଂ ଏଜେନ୍ସି । ନିଷିଦ୍ଧ ସାମଗ୍ରୀ ସେବନ କରିଥିବା ଟେଷ୍ଟରୁ ଜଣାପଡ଼ିଛି । ଓଡ଼ିଆ ଧାବିକା ଦୂତିଙ୍କୁ ସସପେଣ୍ଡ କଲା ଓ୍ୱାଡା ।
“The eyes believe themselves, the ears believe other people.”
More Stories
ଛାନିଆ ହେଲେଣି ପାକିସ୍ତାନୀ ଖେଳାଳୀ, ଭାରତ ଆସିବାକୁ ମନା କଲେ ନଦୀମ
ଶ୍ରଦ୍ଧାଞ୍ଜଳି ଦେଲେ କ୍ରିକେଟର୍
କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ