ଭୁବନେଶ୍ୱର ସ୍ଥିତ IIITର ନୂଆ ନିର୍ଦ୍ଦେଶକ ନିଯୁକ୍ତି । ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ଡକ୍ଟର ଆଶିଷ ଘୋଷ । ଡ. ଘୋଷଙ୍କୁ ୫ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ସୂଚନା ଅନୁଯାୟୀ, ଡକ୍ଟର ଆଶିଷ ଘୋଷ ବର୍ତ୍ତମାନ କୋଲକାତା ଟେକ୍ନୋଲଜି ଇନୋଭେସନ ହବରେ କାର୍ଯ୍ୟରତ । ପ୍ରଫେସର ଓ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ଆଶିଷ ଘୋଷ । ଡକ୍ଟର ଘୋଷଙ୍କର ୨୮ ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଛି । ଏହାସହ ସେ ୧୦ଟି ପୁସ୍ତକ ରଚନା ସହ ୧୦ ପିଏଚଡି ସ୍କଲାରଙ୍କୁ ଗାଇଡ୍ କରିଛନ୍ତି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା