ଏଣିକି ଟ୍ୱିଟରର ସମସ୍ତ ୟୁଜର୍ସଙ୍କୁ ଦେବାକୁ ପଡିବ ଚାର୍ଜ । କର୍ମଚାରୀଙ୍କ ସହ ଏଲନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏପରି ଶୁଣିବାକୁ ମିଳୁଛି । ଏଲନ୍ ମସ୍କ ଟ୍ୱିଟର ଦାୟିତ୍ୱ ନେବା ପରେ ଏକାଧିକ ପରିବର୍ତ୍ତନ ଦେଖାଦେଇଛି । ପୂର୍ବରୁ ଟ୍ୱିଟରରେ କେବଳ ବ୍ଲୁଟିକ୍ ୟୁଜର୍ସଙ୍କୁ ଚାର୍ଜ ଦେବାକୁ ଏଲନ ଘୋଷଣା କରିଥିବାବେଳେ ଆଗକୁ ସବୁ ଫଲୋୟର୍ସଙ୍କୁ ଟଙ୍କା ଗଣିବାକୁ ପଡିବ ବୋଲି ସୂଚନା ମିଳୁଛି । ଏକଥା ଯଦି ସତ ହୁଏ ତେବେ ବହୁତ ବଡ ପରିବର୍ତ୍ତନ ଦେଖାଯିବ । ଏହାସହ ଟ୍ୱିଟର ୟୁଜର୍ସ ମାସରେ ନିର୍ଦ୍ଧାରିତ ସମୟ ପାଇଁ ଟ୍ୱିଟର ବ୍ୟବହାର କରିପାରିବେ ।
More Stories
ଅଦରକାରୀ ଭାବି ଫିଙ୍ଗନ୍ତୁ ନାହିଁ ଶୁଖିଲା ଫୁଲ
ଏହି ସୁପର୍ ଫୁଡ୍ ଖାଇ ଘଟାନ୍ତୁ ଓଜନ..
ଏହି ରୋଗ ଥିଲେ ଅଧିକ କଲରା ଖାଇବା ମନା