ଟ୍ୱିଟରରୁ ନୀଳ ପକ୍ଷୀ ଗାୟବ । ବଦଳିଲା ଟ୍ୱିଟର ଲୋଗୋ । ଡଗିକୁ ଟ୍ୱିଟରର ନୂଆ ଲୋଗୋ ବନାଇଛନ୍ତି ଏଲନ ମସ୍କ । ବ୍ଲୁ ଟିକ୍ ବଦଳରେ ଆସିଲା ୟେଲୋ ଟିକ୍ । ସୋମବାର ରାତିରେ ଟ୍ୱିଟରରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି । ନୀଳ ପକ୍ଷୀ ସ୍ଥାନରେ ୟୁଜର୍ସ ଦେଖିବାକୁ ପାଇଛନ୍ତି ଡଗି । ଏନେଇ ଦୁଇଟି ମଜାଦାର ଫଟୋ ପୋଷ୍ଟ କରିଛନ୍ତି ମସ୍କ । ଗୋଟିଏରେ କାରରେ ଡଗି ଡ୍ରାଇଭର ସିଟରେ ବସିଛି । ଟ୍ରାଫିକ ପୋଲିସ ଲାଇସେନ୍ସ ଚେକ୍ କରିବା ବେଳେ ନୀଳ ପକ୍ଷୀର ଚିତ୍ର ରହିଛି । ସେତେବେଳେ ଡଗି କହୁଛି, ଏହା ପୁରୁଣା ଫଟୋ । ଏମିତି ଆଉ ଏକ ଟ୍ୱିଟରେ କୁକୁର ସିଇଓ ଟି-ସାର୍ଟ ପିନ୍ଧି ଚେୟାରରେ ବସିଥିବା ଫଟୋ ପୋଷ୍ଟ କରି ଟ୍ୱିଟରର ନୂଆ ସିଇଓ ବୋଲି କହିଛନ୍ତି ଏଲନ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ