ଆମେରିକା ପୂର୍ବତନ ରାଷ୍ଟ୍ରପତିଙ୍କୁ ଝଟକା । ଯୌନ ଉତ୍ପୀଡିନ ଓ ମାନହାନି ମାମଲାରେ ଟ୍ରମ୍ପଙ୍କ ବିରୋଧରେ ରାୟ ଶୁଣାଇଛନ୍ତି କୋର୍ଟ । ଲେଖିକା ଇ ଜିନ କ୍ୟାରୋଲଙ୍କୁ ଟ୍ରମ୍ପ ମାନାହାନି ମାମଲାରେ ୮୩.୦୩ ମିଲିୟନ ଅର୍ଥାତ ଭାରତୀୟ ମୁଦ୍ରା ହିସାବରେ ୬୪୨କୋଟି ଟଙ୍କା ଦେବେ । ଲେଖିକା ୧୦ ମିଲିୟନ ଡଲାର ଦାବି କରିଥିଲେ । କିନ୍ତୁ କୋର୍ଟ ଦାବିଠୁ ବହୁ ଅଧିକ ଟଙ୍କା କ୍ଷତିପୁରଣ ବାବଦକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ କୋର୍ଟଙ୍କ ଫଇସଲାକୁ ହାସ୍ୟସ୍ୱଦ କହିଛନ୍ତି ଟ୍ରମ୍ପ ଓ ଏହା ବିରୋଧରେ ଉପର କୋର୍ଟରେ ଚ୍ୟାଲେଂଜ ଦେବେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ