The Topmost

“The eyes believe themselves, the ears believe other people.”

ଟ୍ବିନସିଟିରେ ଘନକୁହୁଡ଼ିର ମଜା ନେଉଛନ୍ତି ରାଜଧାନୀବାସୀ 

ଟ୍ବିନସିଟିରେ ଘନକୁହୁଡ଼ିର ଆସ୍ତରଣ । ୫୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବା କଷ୍ଟସାଧ୍ୟ । ଫଳରେ ଯାତାୟତ ପାଇଁ ଗାଡ଼ି ଚଳାଚଳରେ ଅସୁବିଧା ଭୋଗୁଛନ୍ତି ଲୋକ । କଟକ ଓ ଭୁବନେଶ୍ବର ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ କୁହୁଡ଼ି ଦେଖିବାକୁ ମିଳିଛି । ଚଳିତବର୍ଷର ପ୍ରଥମ ଘନକୁହୁଡିର ମଜା ନେଉଛନ୍ତି ରାଜଧାନୀବାସୀ  । ହାଲୁକା ଶୀତ ସ୍ପର୍ଶରେ ପୁଲକିତ ହୋଇ ଉଠିଛି ଜନଜୀବନ । ହାଲକା ଥଣ୍ଡା ସାଙ୍ଗକୁ କୁହୁଡ଼ି କାକର ବୁନ୍ଦା ଗଛର ପତ୍ରରେ ଦେଖିବାକୁ ମିଳିଛି  ।

SHARE BY