ଟ୍ବିଟର କିଣିବା ଦିନଠୁ ଚର୍ଚ୍ଚାରେ ଏଲନ ମସ୍କ । ଏବେ ସୋସିଆଲ ମିଡିଆ ଟ୍ବିଟରର ସମ୍ପୂର୍ଣ୍ଣ ମାଲିକାନା ମସ୍କଙ୍କ ପାଖକୁ ଆସିସାରିଛି । ଏହାରି ଭିତରେ ସେ କିଛି ଫିଚର ବଦଳାଇବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ତେବେ କଣ ଟ୍ବିଟରରୁ ବ୍ଲୁ ଟିକ୍ ହଟିଯିବ କି ? କାରଣ ଏହାକୁ ନେଇ ଟ୍ବିଟରରେ ଚାଲିଛି ଟ୍ରେଣ୍ଡ । ହାସ୍ ଟ୍ୟାଗ୍ ରିମୁଭ୍ ଅଲ୍ ବ୍ଲୁ ଟିକ୍ ସ ଲଗାତାର ଟ୍ରେଣ୍ଡ କରୁଛି । କିନ୍ତୁ ସେପଟେ ମସ୍କ କିଛି ଦିନ ତଳେ ଟ୍ବିଟ କରି କହିଥିଲେ ‘ଚିଡିଆ ଆଜାଦ୍ ହୋଗଇ’ ଅର୍ଥାତ୍ ପକ୍ଷୀ ମୁକ୍ତ ହୋଇଛି ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ