ଆମେରିକାର ଟେକ୍ କମ୍ପାନୀରେ ଛଟେଇ ଟ୍ରେଣ୍ଡ ଜାରି ରହିଛି । ଆମାଜନ, ଆଲଫାବେଟ, ମେଟା ଆଦି ବହୁ କମ୍ପାନୀ ପରେ ୟାହୁ ମଧ୍ୟ ଛଟେଇ କରିବାକୁ ନିଷ୍ପତ୍ତି ନେଇଛି । ବିଶ୍ୱବ୍ୟାପୀ ମାନ୍ଦାସ୍ଥିତିକୁ ନଜରରେ ରଖି କମ୍ପାନୀ ଖର୍ଚ୍ଚ କାଟ ପାଇଁ ଯୋଜନା କରିଛି । ଗ୍ଲୋବାଲ ଓ୍ୱାର୍କଫୋର୍ସର ୧୨ ପ୍ରତିଶତଙ୍କୁ ବିଦା କରିବ ୟାହୁ । ୨୦୨୩ ଶେଷସୁଦ୍ଧା କମ୍ପାନୀ ପ୍ରାୟ ୨୦ ପ୍ରତିଶତ କର୍ମଚାରୀଙ୍କୁ କାଢ଼ିବାକୁ ଯୋଜନା କରିଛି ବୋଲି ସୂଚନା ମିଳିଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ