ଦୁବାଇରେ ଅନୁଷ୍ଠିତ COP28 ସମ୍ମିଳନୀରେ ଯୋଗ ଦେଇ ‘ଟୁ ଷ୍ଟେଟ’ ଥିଓରୀ ଉପରେ ଫୋକସ କରିଛନ୍ତି ପ୍ରଧାନମନ୍ତ୍ରୀ । ବୈଠକରେ ଯୋଗ ଦେଇ ଜଳବାୟୁ ଉପରେ ବିଶ୍ୱସ୍ତରୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗଙ୍କୁ ଭେଟିବା ସମୟରେ ‘ଟୁ ଷ୍ଟେଟ’ ଥିଓରି ଉପରେ ଆଗକୁ ବଢିବା ପାଇଁ ପରାମର୍ଶ ଦେଇଛନ୍ତି। ହାମାସ ସହିତ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲର ରାଷ୍ଟ୍ରପତି ଆଇଜାକ୍ ହେର୍ଜୋଗଙ୍କୁ ଭେଟିଛନ୍ତି । ଜଳବାୟୁ ପରିବର୍ତ୍ତନ ଉପରେ ଆୟୋଜିତ ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ଦୁବାଇରେ ପହଞ୍ଚିଥିଲେ। ସେ ଏହି ବୈଠକରେ ଟୁ ଷ୍ଟେଟ ଥିଓରି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ଅସ୍ତ୍ରବିରତି ଉଲ୍ଲଂଘନ ବିଷୟରେ ଉଲ୍ଲେଖ କରିନାହାଁନ୍ତି କିନ୍ତୁ ଗାଜାକୁ ନିରନ୍ତର ମାନବିକ ସହାୟତା ପଠାଇବାକୁ ନିବେଦନ କରିଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍