- ଟିକେଟ୍ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ
() ଟି-୨୦ ମ୍ୟାଚକୁ ନେଇ ହାଇକୋର୍ଟରେ ମାମଲା । ମ୍ୟାଚ୍ ବନ୍ଦ କରିବାକୁ ପିଟିସନରେ ଆବେଦନ କରାଯାଇଛି । ବାରବାଟୀ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ପିଟିସନରେ ଉଲ୍ଲେଖ ରହିଛି । ତେବେ ଭୁବନ ବାସିନ୍ଦା ସଞ୍ଜୟ ନାୟକ ଏନେଇ ଆବେଦନ କରିଥିବା ସୂଚନା। ଅନ୍ୟପଟେ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଦିନ ୧୧ଟାରେ ଅନଲାଇନ୍ ଟିକେଟ୍ ବିକ୍ରି ହେବ ବୋଲି କୁହାଯାଇଥିଲା । କିନ୍ତୁ ଟିକେଟ୍ ବିକ୍ରି ଆରମ୍ଭ ହୋଇ ପାରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ସେପଟେ ବୈଷୟିକ ତ୍ରୁଟି ଯୋଗୁଁ ବିଳମ୍ବ ହୋଇଥିବା ଏବଂ ଶୀଘ୍ର ଏହାର ସମାଧାନ କରାଯିବା ବୋଲି ଓସିଏ କର୍ତ୍ତୃପକ୍ଷ କହିଛନ୍ତି ।https://thetopmost.in/%e0%ac%86%e0%ac%9c%e0%ac%bf%e0%ac%a0%e0%ad%81-%e0%ac%b9%e0%ac%be%e0%ac%87-%e0%ac%b8%e0%ac%bf%e0%ac%95%e0%ad%8d%e0%ad%9f%e0%ad%81%e0%ac%b0%e0%ac%bf%e0%ac%9f%e0%ac%bf-%e0%ac%b0%e0%ad%87%e0%ac%9c/ - https://thetopmost.in/shibaji-maharajas-guru-bhakti/
More Stories
IPL 2025, 2026 ଏବଂ 2027 ପାଇଁ ତାରିଖ ଘୋଷଣା କଲା ବିସିସିଆଇ
ଜାଣନ୍ତୁ ଟପ୍ 30 IPL 2025 ଖେଳାଳିଙ୍କ ତାଲିକା, ଦଳ ଓ ଦାମ୍
IPL 2025 ରେ କଣ ରହିଛି ମୁମ୍ବାଇ ଇଣ୍ଡିଆନ୍ସ ର ଟାର୍ଗେଟ୍