ଘୋଷଯାତ୍ରାକୁ ଆଉ ବାକି ରହିଲା ଦିନ କେଇଟା । ଏନେଇ ରଥଖଳାରେ ଜୋରସୋରରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ । ତାଳଧ୍ୱଜ ରଥର ବ୍ରେକ୍ ଚକରେ ଯନ୍ତ୍ରୀଙ୍କ ପରାମର୍ଶରେ ଲାଗିଲା ଦୁଇଟି କ୍ଲାମ୍ପ । ପହିଫାଟରେ ଆକାର ଅନୁସାରେ ବକ୍ର କ୍ଲାମ୍ପ ଲଗାଯାଇଛି । ତାଳଧ୍ୱଜର ସାନ ଉଛୁଳା ଚକରେ ଫାଟ ସୃଷ୍ଟି ହୋଇଥିବା ଦେଖି ଏହି ପ୍ରତିକାର କରାଯାଇଥିବା ନିର୍ମାଣକାରୀ କହିଛନ୍ତି । ରଥ ଚାଳନା ସମୟରେ ବ୍ରେକ୍ ଚକ ଉପରେ ଅଧିକ ଚାପ ପଡ଼ିଥିବାରୁ କ୍ଲାମ୍ପ ଲାଗି ରଥ ମଜଭୁତ୍ ହୋଇଥିବା ସୂଚନା ରହିଛି ।
More Stories
ଡାକ୍ତରଙ୍କ ମନମୁଖି ଓପିଡି ବନ୍ଦ ଘୋଷଣା
ନବଜାତକଙ୍କ ପାଇଁ ସରକାରୀ ଟୀକା କେତେ ଜରୁରୀ
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍