Skip to content
- () ଚଳିତ ବର୍ଷର ଓଜେଇଇ ପରୀକ୍ଷା ଜୁଲାଇ ୪ରୁ ଆରମ୍ଭ ହୋଇ ୮ ତାରିଖରେ ଶେଷ ହେବ । ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବା ନେଇ ସୂଚନା ରହିଛି । ଜୁଲାଇ ୪ରେ ୩ଟି ସିଫ୍ଟରେ ଲାଟେରାଲ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ । ଜୁଲାଇ ୫ରେ ୧ମ ଓ ୨ୟ ସିଫ୍ଟରେ ଏମ୍ସିଏ, ଏମ୍ଏସ୍ସି ପରୀକ୍ଷା ହେବ । ସେହିପରି ଉକ୍ତ ଦିନର ୩ୟ ସିଫ୍ଟରେ ଏମ୍-ଟେକ୍, ଏମ୍-ଆର୍କ, ଏମ୍ ଫାର୍ମା, ବି.କେଟ୍ ପରୀକ୍ଷା ଅନୁଷ୍ଠିତ ହେବ । ସେହିଭଳି ୬ତାରିଖରେ ପ୍ରଥମ ୨ଟି ସିଫ୍ଟରେ ଏମ୍ବିଏ ଓ ୨ୟ ସିଫ୍ଟରେ ଇଣ୍ଟିଗ୍ରେଟେଡ ଏମ୍ବିଏ ପରୀକ୍ଷା ହେବ । ଏବଂ ଶେଷରେ ୮ତାରିଖରେ କେବଳ ୧ମ ଓ ୨ୟ ସିଫ୍ଟରେ ବି.ଫାର୍ମା ପ୍ରବେଶିକା ପରୀକ୍ଷା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ରହିଛି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍